vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ! ସ୍ପଟ୍ ଯାଞ୍ଚ କଲେ ବିଏମସି ମେୟର ସୁଲୋଚନା ଦାସ

20/05/2022 at 1:37 PM

ଭୁବନେଶ୍ୱର ୨୦।୦୫ : ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ । ସହିଦ ନଗର ମୈତ୍ରୀ ଯୋଗାଣ ଷ୍ଟୋରରେ ଉତ୍ତେଜନା ।  ଅଭିଯୋଗ ପରେ ସ୍ପଟ୍ ଯାଞ୍ଚ କଲେ ବିଏମସି ମେୟର ସୁଲୋଚନା ଦାସ ।

ଖବର ଅନୁଯାୟୀ, ରାସନ ସାମଗ୍ରୀ ମହଜୁଦ ଥାଇ ମଧ୍ୟ ହିତାଧିକାରୀଙ୍କୁ ବଣ୍ଟା ଯାଉ ନଥିଲା । ଯାହାକୁ ନେଇ ଆଜି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ରାତିରୁ ଲାଇନ ରେ ଠିଆ ହେଲେ ମଧ୍ୟ ସାମଗ୍ରୀ ମିଳୁ ନାହିଁ । ଘଟଣାସ୍ଥଳରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ପହଁଚି ସ୍ଥିତି ସମୀକ୍ଷା କରିବା ସହିତ ଯେପରି ସୁଚାର ରୂପରେ ରାସନ ସାମଗ୍ରୀ ବଣ୍ଟା ଯାଇ ପାରିବ ନିର୍ଦ୍ଦେଶ ଦେଇଥିଲେ । ଏହା କିଛି ନୂଆ କଥା ନୁହଁ ଆଗରୁ ମଧ୍ୟ ଏଭଳି ଘଟଣା ଘଟୁଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

   Related Posts