ମାଲକାନଗିରିରେ ଅଛନ୍ତି ସର୍ବାଧିକ ବାଂଲାଦେଶୀ : ଗୃହରାଷ୍ଟ୍ର ମନ୍ତ୍ରୀ
13/03/2023 at 3:43 PM

ଭୁବନେଶ୍ବର ୧୩।୩: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୫୭ ହଜାର ୪୩୨ ଜଣ ବାଂଲାଦେଶୀ ଶରଣାର୍ଥୀ ଅଛନ୍ତି । ସର୍ବାଧିକ ମାଲକାନଗିରିରେ ୧ ଲକ୍ଷ ୪ ହଜାର ୨୩୩ ଜଣ ରହିଛନ୍ତି । ନବରଙ୍ଗପୁରରେ ୪୬ ହଜାର ୮୪୮ ଜଣ ରହିଛନ୍ତି । ଏହା ବ୍ୟତୀତ ୩ ହଜାର ୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ଆସିଛନ୍ତି ।
ସେହିଭଳି କେନ୍ଦ୍ରାପଡାରେ ହଜାରେ ୬୪୯ ଜଣ ଏବଂ ଜଗତସିଂହପୁରରେ ହଜାରେ ୧୧୨ ଜଣ ବେଆଇନ ଅନୁପ୍ରବେଶକାରୀ ରହିଛନ୍ତି । ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ।
Related Posts
ଗଞ୍ଜେଇ ବୋଝେଇ ପିକ୍ଅପ୍କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
22 March 2023