scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବୋର୍ଡ ସଭାପତିଙ୍କ ସୂଚନା, ମାର୍ଚ୍ଚ ୧୦ ରୁ ମାଟ୍ରିକ୍ ପରୀକ୍ଷା

5/01/2023 at 1:50 PM

କଟକ ୦୫/୦୧: ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ମାର୍ଚ୍ଚ ୧୦ ରୁ ଆମ୍ଭ ହୋଇ ପରୀକ୍ଷା ୧୭ ଯାଏଁ ଚାଲିବ । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ।

ବହୁତ ଶୀଘ୍ର ଫର୍ମ ଫିଲ ଅପ୍ ନେଇ ନୋଟିଫିକେସନ ପ୍ରକାଶ ପାଇବ । ତେବେ ପୂର୍ବ ନୋଡାଲ ଓ ପରୀକ୍ଷା ସେଣ୍ଟରରେ ହେବ ପରୀକ୍ଷା । ସବୁ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଢାଞ୍ଚା ସମ୍ମାନ ରହିବ । ଏଥିପାଇଁ ଛାତ୍ରାଛାତ୍ରୀଙ୍କୁ ପରୀକ୍ଷା ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋର୍ଡ ସଭାପତି । ଏବର୍ଷ ପରୀକ୍ଷା ଦେବେ ୫ଲକ୍ଷ ୪୩ ହଜାର ଛାତ୍ରାଛାତ୍ରୀ । ଏହାସହ ୩୦୨୯ଟି କେନ୍ଦ୍ରରେ ହେବ ପରୀକ୍ଷା ।

ସେପଟେ ଫେବୃୟାରୀ ୨୦ରୁ ଆରମ୍ଭ ହେବ ନବମ ଶ୍ରେଣୀ ପରୀକ୍ଷା । ପରୀକ୍ଷା ଫେବୃୟାରୀ ୨୦ରେ ଆରମ୍ଭ ହୋଇ ୨୫ ତାରିଖ ଯାେଁ ଚାଲିବ ।

   Related Posts