ଡିସେମ୍ବର ୯ରୁ ମାଟ୍ରିକ୍ ଖାତାଦେଖା, ୧୦ ଦିନ ମଧ୍ୟରେ ସାରିବାକୁ ଲକ୍ଷ୍ୟ
30/11/2022 at 1:11 PM

କଟକ ୩୦।୧୧ : ଶେଷ ହେଲା ମାଟ୍ରିକ୍ ସେମେଟିଭ୍ ୧ ପରୀକ୍ଷା । ଡିସେମ୍ବର ୯ରୁ ଆରମ୍ଭ ହେବ ଖାତା ଦେଖା । ଏହି ଖାତା ଦେଖାରେ ନିୟୋଜିତ ହେବେ ୧୨୪୫୦ ଜଣ ଶିକ୍ଷକ । ମୋଟ ୫୬ଟି କେନ୍ଦ୍ରରେ ହେବ ଖାତା ମୂଲ୍ୟାୟନ । ସକାଳ ୯ଟାରୁ ସଂଧ୍ୟା ୫ଟା ଯାଏଁ ଚାଲିବ ଖାତା ଦେଖା । ମୋଟ ୧୦ ଦିନ ମଧ୍ୟରେ ଖାତା ଦେଖା ଶେଷ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ । ଉପସଭାପତି ଡଃ ନିହାର ରଂଜନ ମହାନ୍ତି ଏନେଇ ସୂଚନା ଦେଇଛନ୍ତି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023