oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଯୋଗୀ ସରକାରଙ୍କ ବଡ଼ ଘୋଷଣା; ମଠ ମନ୍ଦିରରୁ ଆଦାୟ ହେବନି କର

1/04/2022 at 10:06 PM

ଅଯୋଧ୍ୟା ୦୧/୦୪ : ପୁଣି ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା। ଉତ୍ତରପ୍ରଦେଶରେ ଥିବା ସମସ୍ତ ମଠ, ମନ୍ଦିର ଓ ଧର୍ମଶାଳାକୁ ଆଉ ଗୃହକର, ଜଳ କର ଦେବାକୁ ପଡ଼ିବ ନାହିଁ। ଏହି ସବୁ ଧାର୍ମିକ ଅନୁଷ୍ଠାନକୁ ଏବେ ଯୋଗୀ ସରକାର ଟ୍ୟାକ୍ସ ଫ୍ରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ଅଯୋଧ୍ୟରେ ପହଞ୍ଚି ଏପରି ଘୋଷଣା କରିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅଯୋଧ୍ୟାରେ  ମଣ୍ଡଳୀୟ ସମୀକ୍ଷା ବୈଠକରେ ମଧ୍ୟ ଭାଗ ନେଇଛନ୍ତି ।

ରାମନବମୀ ଉତ୍ସବ ପୂର୍ବରୁ ଅଯୋଧ୍ୟାରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ରାମନବମୀ ଉତ୍ସବର ଆୟୋଜନର ସମୀକ୍ଷା କରିଛନ୍ତି।  ଅନ୍ତଃରାଷ୍ଟ୍ରୀୟ ରାମକଥା ସଂଗ୍ରହାଳୟରେ କେନ୍ଦ୍ରୀୟ ମେଳା ନିୟନ୍ତ୍ରଣ କକ୍ଷରେ ବୈଠକରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ଯୋଗୀ ନଗର ନିଗମର ଅଫିସିୟରମାନଙ୍କୁ କହିଛନ୍ତିଯେ ମଠ, ମନ୍ଦିର ଓ ଧାର୍ମିକ ଟ୍ରଷ୍ଟ ଜନସେବା କାର୍ଯ୍ୟ କରୁଛନ୍ତି । ସେଥିପାଇଁ ଟୋକନ ମନି ଆକାରରେ ସେମାନଙ୍କ ଠାରୁ ସହଯୋଗ ନିଆଯାଉ। ଏହି ପ୍ରସ୍ଥାବକୁ ନଗର ବିକାସ ବିଭାଗକୁ ପଠାଇ ଏହାକୁ ଅନୁମାଦନ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts