ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ସ୍କୁଲ ଭିତରକୁ ସାମ୍ବାଦିକଙ୍କୁ ବାରଣ ନେଇ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ : ଗଣଶିକ୍ଷା ମନ୍ତ୍ରୀ

11/07/2022 at 12:40 PM

ବ୍ରହ୍ମପୁର ୧୧।୭: ସ୍କୁଲ ଭିତରକୁ ପ୍ରବେଶ ନେଇ ସାମ୍ବାଦିକଙ୍କୁ ବାରଣ କରାଯାଇଥିବା ନେଇ ସେମିତି କିଛି ନିଷ୍ପତ୍ତି ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଇ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ସେ କହିଛନ୍ତି ସାମ୍ବାଦିକଙ୍କ ପ୍ରତି ସବୁବେଳେ ସମ୍ମାନ ରହିଛି । ସ୍କୁଲର ଭଲ ମନ୍ଦ,  ଦୋଷ ଦୁର୍ବଳତା ଖବର ସାମ୍ବାଦିକଙ୍କ ଦ୍ବାରା ଅବଗତ ହୋଇ ସମାଧାନର ବ୍ୟବସ୍ଥା କରିଥାଉ। ଢେଙ୍କାନାଳ ଡିଇଓ ସ୍ଥାନୀୟ ସମସ୍ୟାକୁ ନେଇ ଏଭଳି ନିଷ୍ପତ୍ତି ନେଇଥିବା ନଜରକୁ ଆସିଛି। ଏ ଉପରେ ସବିଶେଷ ଆଲୋଚନା କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

   Related Posts