Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ବିଦ୍ୟୁତ୍‌ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ

30/01/2023 at 11:19 PM

ଭଦ୍ରକ  ୩୦/୦୧: ଛାତ ଉପରେ କାମ କଲାବେଳେ ଲାଗିଲା ବିଦ୍ୟୁତ୍‌ ଆଘାତ। ମେଡିକାଲରେ ରାଜମିସ୍ତ୍ରୀଙ୍କୁ ମୃତ ଘୋଷଣା କଲେ ଡାକ୍ତର। ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧୀନ ଅଞ୍ଚଳରେ ଏମିତି ଘଟଣା ଘଟିଛି। ଖବର ଅନୁସାରେ ସାବରଙ୍ଗ ଥାନାର ଭରତ ବେହେରା ପାଖରେ ଥିବା ଅଣ୍ଡରେଇରେଥିବା ଲାଲାଜି ଗାଁରେ ଏକ ଘରର ଛାତ କାମ କରୁଥିଲେ। ଏହି ସମୟରେ ବିଦ୍ୟୁତ ତାରରୁ ଆଘାତ ଲାଗିବାକରୁ ସେ ଆହତ ହୋଇଥିଲେ। ପରେ ତୁରନ୍ତ ତାଙ୍କୁ ଭଦ୍ରକ ମେଡିକାଲକୁ ଅଣାଯାଇଥିଲା। ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଭରତଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

   Related Posts