ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
5/05/2018 at 6:49 AM

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ | ଅଭିଯୋଗ ଆସିଛି ତେଲକୋଇ ଥାନା ଅନ୍ତର୍ଗତ ଟେଣ୍ଟଇନାଲି ଗାଁରୁ | ପୀଡିତା ଜଣକ ଜଣେ ଜନଜାତି ବର୍ଗର ବିବାହିତ ମହିଳା | ଗୁରୁବାର ରାତିରେ ମହିଳା ଜଣକ ଶୌଚ ହେବାକୁ ଯାଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି | ଥାନାରେ ଏତଲା ପରେ ଅଭିଯୁକ୍ତ ସୁଶୀଲ ନାଏକଙ୍କୁ ଗିରଫ କରିଛି ପୋଲିସ |
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023