ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ମାରିଆ ରେସା ଓ ଦିମିଟ୍ରି ମୁରାତୋଭାଙ୍କୁ ନୋବେଲ ଶାନ୍ତି ପୁରସ୍କାର, ଅଭିବ୍ୟକ୍ତିର ସ୍ୱାଧୀନତା ରକ୍ଷା ପାଇଁ ସମ୍ମାନ

8/10/2021 at 3:06 PM

ନୂଆଦିଲ୍ଲୀ ୦୮/୧୦: ୨୦୨୧ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି । ନରୱେ ନୋବେଲ କମିଟି ୨୦୨୧ ନୋବେଲ ଶାନ୍ତି ପୁରସ୍କାର ମାରିଆ ରେସା ଏବଂ ଦିମିତ୍ରୀ ମୁରାତୋଭଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ତେବେ ‘ଅଭିବ୍ୟକ୍ତିର ସ୍ୱାଧୀନତା ରକ୍ଷା ତଥା ଗଣତନ୍ତ୍ର ତଥା ଚିରସ୍ଥାୟୀ ଶାନ୍ତି ‘ଉଦ୍ୟମ ପାଇଁ ମାରିଆ ରେସା ଏବଂ ଡିମିଟ୍ରି ମୁରାଟୋଭଙ୍କୁ ୨୦୨୧ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି ।

ମାରିଆ ରେସା ଫିଲିପାଇନ୍ସ ଏବଂ ଡିମିଟ୍ରି ମୁରାତୋଭ ଋଷର ବାସିନ୍ଦା ଅଟନ୍ତି । ଉଲ୍ଲେଖଯୋଗ୍ୟ ଯେ ୨୦୨୦ ମସିହାରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି) କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ଷ୍ଟକହୋମରେ ଥିବା ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପ୍ୟାନେଲ ପକ୍ଷରୁ ନାଁ ଘୋଷଣା କରାଯାଇଛି ।

   Related Posts