oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ମାଓବାଦୀଙ୍କ ଆହ୍ବାନ, ଜାରି କଲେ ପ୍ରେସ୍ ବିବୃତି

30/01/2022 at 8:20 AM

ରାୟଗଡା ୩୦।୧: ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ଆହ୍ବାନ ଦେଇଛନ୍ତି ମାଓବାଦୀ । ଏ ନେଇ ମାଓବାଦୀ ସଂଗଠନର ଏଓବି ସ୍ପେଶାଲ ଜୋନାଲ କମିଟି ପକ୍ଷରୁ ଏକ ପ୍ରେସ୍ ବିବୃତି ଜାରି କରାଯାଇଛି । କମିଟିର ଜୋନାଲ ସମ୍ପାଦକ ଗଣେଶ ଏହି ପ୍ରେସ୍ ବିବୃତି ଜାରି କରିଛନ୍ତି । ସେ ଏଥିରେ ଅଭିଯୋଗ କରିଛନ୍ତି ଯେ, ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାସନକୁ ଆସିବା ପାଇଁ ଏହି ନିର୍ବାଚନ କରୁଛନ୍ତି । ଏହାଦ୍ବାରା ଲୋକଙ୍କ କୌଣସି ଲାଭ ହେବନାହିଁ । ବରଂ ଲୋକେ ହିଁ ହଇରାଣ ହେବେ ।

ବିଭିନ୍ନ ଖଣି ଲୁଟ୍ ଚାଲିଛି ଓ ଆଗକୁ ଆହୁରି ଲୁଟ୍ କରିବା ପାଇଁ ପଞ୍ଚାୟତ ନିର୍ବାଚନକୁ ସରକାର ଅସ୍ତ୍ର କରିଛନ୍ତି ବୋଲି ମାଓବାଦୀଙ୍କ ତରଫରୁ ଅଭିଯୋଗ କରାଯାଇଛି । ତେଲୁଗୁ ଭାଷାରେ ଉଲ୍ଲେଖ ଥିବା ଦୁଇ ପୃଷ୍ଠା ସମ୍ବଳିତ ଏହି ପ୍ରେସ୍ ବିବୃତି ଜାରି କରିଛନ୍ତି ମାଓବାଦୀ । ତେବେ ବହୁ ଦିନର ନୀରବତା ପରେ ଏଓବି ସ୍ପେଶାଲ ଜୋନାଲ କମିଟି ପକ୍ଷରୁ ଏହା ଜାରି କରାଯିବା ପରେ ମାଓବାଦୀମାନେ ଏକ ବଡ଼ ଯୋଜନାରେ ଥିବା ଅନୁମାନ କରାଯାଉଛି ।

   Related Posts