vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

କଳାହାଣ୍ଡିରେ ଗଛ କାଟି ମାଓବାଦୀଙ୍କ ରାସ୍ତା ଅବରୋଧ

29/08/2018 at 1:30 AM

କଳାହାଣ୍ଡି ୨୯/୮: ଗଛ କାଟି ମାଓବାଦୀ ରାସ୍ତା ଅବରୋଧ କରିଛନ୍ତି। ଲାଞିଗଡ ବ୍ଲକ ହାତୀସାଲ ଘାଟି ଓ ବାରବୁଲି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବନ୍ଦପାରୀ-ଲାଞ୍ଜିଗଡ ଏବଂ ବିଶ୍ବନାଥପୁର-ବିଜେପୁର ରାସ୍ତାରେ ଯାତାୟତ ବନ୍ଦ ରହିଛି । ଘଟଣାସ୍ଥଳରୁ ନାଗାବଳି-ବାଂଶଧାର-ଘୁମୁସର ଡିଭିଜନର ମାଓ ପୋଷ୍ଟର ଦେଖିବାକୁ ମିଳିଛି । ପୋଷ୍ଟରରେ ପି.ବ୍ଲୁ.ଡି ଓ ଆର.ଡି ବିଭାଗର ଠିକାଦାର ଏବଂ ଅଧିକାରୀଙ୍କୁ ଚେତାବନୀ ଦିଆଯାଇଛି । ନିମ୍ନମାନର କାମ ସହ ଶ୍ରମିକ ଶୋଷଣରୁ ନିବୃତ ନ ରହିଲେ ସ୍ପେସାଲ କ୍ଲାସ ଠିକାଦାର ଶିବ ଦାସଙ୍କୁ ହତ୍ୟା କରିବାକୁ ପୋଷ୍ଟରରେ ଚେତାବନୀ ଦେଇଛନ୍ତି ।

 

   Related Posts