ମାଓବାଦୀ ନାଁରେ ଧମକପୂର୍ଣ ଚିଠି
22/04/2018 at 10:23 AM

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ଥିବା ଷ୍ଟିଲ ପ୍ଲାଣ୍ଟକୁ ମାଓବାଦୀ ନାଁରେ ଧମକପୂର୍ଣ ଚିଠି
ଚିଠିରେ ୩ କୋଟି ଟଙ୍କା ଦେବାକୁ ନିର୍ଦେଶ ଦିଆଯାଇଛି
ଚିଠିଟି ହିନ୍ଦୀ ଓ ନାଲି କାଳିରେ ଲେଖା ଯାଇଛି
ପୋଲିସରେ ନଜଣାଇବାକୁ ଧମକ ମଧ୍ୟ ଦିଆଯାଇଛି
ଚିଠି ପାଇବା ପରେ ନୟାକୋର୍ଟ ଥାନାରେ ଅଭିଯୋଗ କରାଯାଇଛି
ପୋଲିସ ଘଟଣାର ତଦନ୍ତ କରୁଛି
Related Posts
କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଜଳିଗଲା ୭ ବଖରା ଘର
2 June 2023