ସେନା କ୍ୟାମ୍ପ୍ ଉପରେ ରକେଟ୍ ଲଞ୍ଚର ମାଡ, ଯବାନଙ୍କ ପାଲଟା ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ମାଓବାଦୀ

Published By : Prameya-News7 Bureau | June 07, 2024 IST

ମାଲକାନଗିରି ୭।୬: ସେନା କ୍ୟାମ୍ପ ଉପରେ ମାଓ ହମଲା । ଛତିଶଗଡ଼ ନାରାୟଣପୁରରେ ବିଏସ୍‌ଏଫ୍‌ କ୍ୟାମ୍ପ୍‌ ଉପରେ ରକେଟ୍ ମାଡ ହୋଇଛି । କ୍ୟାମ୍ପ୍‌ ଉପରେ ରକେଟ୍ ମାଡ ହୋଇଛି । ଅଳ୍ପକେ ବର୍ତ୍ତିଲେ ଯବାନ । କିଛି ଦିନ ତଳେ ବିଏସଏଫ କ୍ୟାମ୍ପ ହୋଇଥିଲା । ଯବାନଙ୍କ ପାଲଟା ଆକ୍ରମଣରେ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି । 

ସୂଚନାଯୋଗ୍ୟ ଯେ, ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଏକ ବିଏସଏଫ କ୍ୟାମ୍ପ ଉପରେ ମାଓବାଦୀମାନେ ରକେଟ ଲଞ୍ଚର ମାଡ କରୁଛନ୍ତି । ଯାହାର ଭିଜୁଆଲ ସାମ୍ନାକୁ ଆସିଛି । ନାରାୟଣପୁର ଜିଲ୍ଲାର ଇରକ ଭାଟି ପୋଲିସ କ୍ୟାମ୍ପ ଉପରେ ମାଓବାଦୀ ମାନେ ଆକ୍ରମଣ କରିଥିଲେ । ହେଲେ ଏଥିରେ କୌଣସି ଯବାନଙ୍କର କ୍ଷୟକ୍ଷତି ହୋଇନଥିବା ବେଳେ ପାଲଟା ଜବାବ ଦେଇଥିଲେ ସୁରକ୍ଷା କର୍ମୀ । କେତେ ସାଙ୍ଘାତିକ ଏହି ଦୃଶ୍ୟ ଦିନ ବେଳେ ବିଏସଏଫ କ୍ୟାମ୍ପ ଉପରେ ମାଓବାଦୀ ମାନେ ଆକ୍ରମଣ କରିଛନ୍ତି । ତେବେ ଜବାନ ପାଲଟା ଆକ୍ରମଣରେ ଲାଲ୍ ବାହିନୀ ପଛଘୁଞ୍ଚା ଦେଇଛନ୍ତି ।

You Can Read :

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ, ବୁଥ୍ ଭଙ୍ଗାରୁଜା ଅଭିଯୋଗରେ ହୋଇଥିଲେ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.