LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବର୍ବରକାଣ୍ଡ : ପୋଲିସ ଇନଫର୍ମର ସନ୍ଦେହରେ ମାଓ ନେତାଙ୍କୁ ହତ୍ୟା କଲେ ମାଓବାଦୀ

2/10/2020 at 4:42 PM

ମାଲକାନଗିରି ୨।୧୦: ମାଓ ନେତାଙ୍କୁ ହତ୍ୟା କଲେ ମାଓବାଦୀ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲା ଗାଙ୍ଗାଲୁର ଥାନା ଅନ୍ତର୍ଗତ ଇତାବର ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଗାଙ୍ଗାଲୁର ଏରିଆ କମିଟି କମାଣ୍ଡର ବିଜା ମୋଡିଅମ ଓରଫ ବୁଦୁରାଙ୍କୁ କିଛି ସମୟ ପୂର୍ବରୁ ବିଜାପୁର ନକ୍ସଲ ସଂଗଠନ ପକ୍ଷରୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ବିଜା ମୋଡିଅମଙ୍କ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର । ହେଲେ ପିଡିଆ ନକ୍ସଲ ଏନକାଣ୍ଟର ଲାଗି ବିଜା ମୋଡିଅମଙ୍କୁ ପୋଲିସ ଇନଫର୍ମର ଭାବେ ସନ୍ଦେହ କରି ଲାଲ୍ ବାହିନୀ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି ।

   Related Posts