krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଡ୍ରୋନ କ୍ୟାମେରାରେ କଏଦ, ଆକ୍ରମଣ ପରେ ମେଳିରେ ଯାଉଛନ୍ତି ସଶସ୍ତ୍ର ମାଓବାଦୀ

8/11/2023 at 10:40 AM

ମାଲକାନଗିରି ୦୮।୧୧ : ସାମ୍ନାକୁ ଆସିଲା ଭିଡିଓ । ଛତିଶଗଡ଼ ନିର୍ବାଚନ ସମୟରେ ନକ୍ସଲ ଆକ୍ରମଣ ପରର ଭିଜୁଆଲ୍‌ ସାମ୍ନାକୁ ଆସିଛି । ଡ୍ରୋନ୍‌ କ୍ୟାମେରାରେ କଏଦ ହୋଇଛି ପୁରା ଚିତ୍ର ।

ଖବର ଅନୁଯାୟୀ, ଛତିଶଗଡ଼ ନିର୍ବାଚନ ସମୟରେ ନକ୍ସଲମାନେ ଆକ୍ରମଣ କରିଥିଲେ । ଏକ ପୋଲିଂ ପାର୍ଟିଂକୁ ନେଇ ଯାଉଥିବା ବେଳେ ପୋଲିସ ଉପରେ ମାଓବାଦୀମାନେ କେମିତି ଆକ୍ରମଣ କରିଥିଲେ । ତାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଛତିଶଗଡ଼ ସୁକୁମା ଜିଲ୍ଲାରେ ନିର୍ବାଚନ ଚାଲିଥିବା ବେଳେ ବୁଥ ଉପରେ ଆକ୍ରମଣ କରିଥିଲେ ମାଓବାଦୀ । ତାଡ଼ମେଟଲା ଓ ମିନପା ପୁଲିଂ ବୁଥକୁ ସୁରକ୍ଷା ଦେବା ଲାଗି ନିୟୋଜିତ ହୋଇଥିବା କୋବ୍ରା ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହା ସହ ସିଙ୍ଗାରାମ ଓ ଦୁରମା ଜଙ୍ଗଲରେ ଅପରେସନ କରୁଥିବା ଯବାନଙ୍କୁ ଦେଖି ୟୁ-ବିଜୁଆଲ ମାଡ଼ କରିଥିଲେ ମାଓବାଦୀ ।

   Related Posts