ପୋଲିସକୁ ସଫଳତା, ୩ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି ୧୦।୦୯: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମ ଜିଲ୍ଲା ପୋଲିସକୁ ସଫଳତା । ଲାଲ୍‌ ସଂଗଠନ ଛାଡି ସୁକୁମା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ ବହୁ ସଙ୍ଗୀନ ମାମଲା ରହିଛି । ଖବର ଅନୁଯାୟୀ, ସୁକମା ଏସପିଙ୍କ ନିକଟରେ ଜଣେ ମହିଳା ଓ ୨ ଜଣ ପୁରୁଷ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ତିନି ଜଣ ମାଓବାଦୀ ଜାଗରକୋଣ୍ଡା ଥାନା ଅଞ୍ଚଳର ହୋଇଥିବା ବେଳେ … Continue reading ପୋଲିସକୁ ସଫଳତା, ୩ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ