ନାରାୟଣପାଟଣାରେ ଲାଗିଲା ମାଓ ପୋଷ୍ଟର, ଚିନ୍ତାଗୁଡ଼ା ଡ୍ୟାମ୍କୁ ବିରୋଧ
22/08/2023 at 12:20 PM

ନାରାୟଣପାଟଣା ୨୨।୮: ପୋଷ୍ଟର ଲଗାଇ ନିଜର ଉପସ୍ଥିତି ଜାହିର କରି ମାଓବାଦୀଙ୍କ ବିରୋଧ । ଦୀର୍ଘ ବର୍ଷର ନୀରବତା ପରେ ପୁଣି ମାଓବାଦୀ ସ୍ଥିତି ଜାହିର କରିଛନ୍ତି । କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଚିନ୍ତାଗୁଡ଼ା ଗାଁ ଝଂଜାବତୀ ନଦୀ ଉପରେ ନିର୍ମାଣ ହେବାକୁ ଯାଉଥିବା ୧୪୦ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହେବାକୁ ଯାଉଥିବା ଚିନ୍ତାଗୁଡ଼ା ଡ୍ୟାମ୍କୁ ମାଓବାଦୀଙ୍କ ବିରୋଧ । ସିକାକୁଲମ୍ ଡିଭିଜନ ମାଓବାଦୀ ବିରୋଧ କରିଛନ୍ତି । ପୋଷ୍ଟର ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ଅଛନ୍ତି ।
You Can Read :
Related Posts
ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ, ତିନି ଗୁରୁତର
9 December 2023
ଟଙ୍କା ଗଣତି ପାଇଁ ବଢିଲା ମେସିନ୍ ସଂଖ୍ୟା, ୯ ବଦଳେ ୨୫ ମେସିନରେ ଗଣାହେବ
9 December 2023
ଚୋରି ବାଇକ୍ ଓ ମୋବାଇଲ୍ ମାଲିକଙ୍କୁ ଫେରାଇଲା ପୋଲିସ
9 December 2023