ନାରାୟଣପାଟଣାରେ ଲାଗିଲା ମାଓ ପୋଷ୍ଟର, ଚିନ୍ତାଗୁଡ଼ା ଡ୍ୟାମ୍‌କୁ ବିରୋଧ

Published By : Prameya-News7 Bureau | August 22, 2023 IST

ନାରାୟଣପାଟଣା ୨୨।୮: ପୋଷ୍ଟର ଲଗାଇ ନିଜର ଉପସ୍ଥିତି ଜାହିର କରି ମାଓବାଦୀଙ୍କ ବିରୋଧ । ଦୀର୍ଘ ବର୍ଷର ନୀରବତା ପରେ ପୁଣି ମାଓବାଦୀ ସ୍ଥିତି ଜାହିର କରିଛନ୍ତି । କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଚିନ୍ତାଗୁଡ଼ା ଗାଁ ଝଂଜାବତୀ ନଦୀ ଉପରେ ନିର୍ମାଣ ହେବାକୁ ଯାଉଥିବା ୧୪୦ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହେବାକୁ ଯାଉଥିବା ଚିନ୍ତାଗୁଡ଼ା ଡ୍ୟାମ୍‌କୁ ମାଓବାଦୀଙ୍କ ବିରୋଧ । ସିକାକୁଲମ୍ ଡିଭିଜନ ମାଓବାଦୀ ବିରୋଧ କରିଛନ୍ତି । ପୋଷ୍ଟର ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ଅଛନ୍ତି ।

You Can Read :

wp:embed {"url":"https://www.prameyanews7.com/lifeguard-team-rescues-tourist-from-puri-sea-beach/","type":"wp-embed","providerNameSlug":"prameya-news-7"}
https://www.prameyanews7.com/lifeguard-team-rescues-tourist-from-puri-sea-beach/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.