କେ.ବଲାଙ୍ଗ ଥାନା ଅଞ୍ଚଳରେ ସ୍ଥିତି ଜାହିର କଲେ ମାଓବାଦୀ, ଲଗାଇଲେ ପୋଷ୍ଟର

Published By : Prameya-News7 Bureau | May 05, 2024 IST

ବଣାଇ ୫।୫: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର । ନିଜର ସ୍ଥିତି ଜାହିର କଲେ ମାଓବାଦୀ ।

ସୂଚନାଯୋଗ୍ୟ ଯେ, ଓଡିଶା-ଝାଡଖଣ୍ଡ ସୀମା ସଂଲଗ୍ନ ଅଞ୍ଚଳରେ ଲାଗିଲା ମାଓପୋଷ୍ଟର । ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବଡ ବାଲିଯୋର, ସୋୟମ୍ବା, ରେଞ୍ଜଡ଼ା ଅଞ୍ଚଳରୁ ବ୍ୟାପକ ମାଓ ପୋଷ୍ଟର ଠାବ କରିଛି ପୋଲିସ । 

୨୦୨୪ ସାଧାରଣ ନିର୍ବାଚନ ନେଇ ମାଓବାଦୀ ସକ୍ରିୟ ହେବା ସହ ପୁଣି ନିଜର ସ୍ଥିତି ଜାହିର କରିଥିବା ଦେଖିବାକୁ ମିଳିଛି । ଏନେଇ ହାଇ ଆଲର୍ଟ ଜାରି କରିଛି ପୋଲିସ ।

You Can Read :

SCB ମେଡିକାଲରେ ଟଳିଗଲା ବଡ ଦୁର୍ଘଟଣା, ସର୍ଟ ସର୍କିଟ୍‌ରୁ ଭେଣ୍ଟିଲେଟରରେ ଲାଗିଲା ନିଆଁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.