oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ନିକଟରୁ ମାଓ ପୋଷ୍ଟର ଉଦ୍ଧାର : ଫୋନିରେ ମୃତକ ପରିବାରକୁ୨୦ ଲଷ ଟଙ୍କା ଦେବାକୁ ଦାବି

20/05/2019 at 8:08 AM

କାଳାହାଣ୍ଡି ୨୦/୫ : କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟ ପେରୁମଞ୍ଜି ନିକଟରୁ ମାଓ ପୋଷ୍ଟର ଉଦ୍ଧାର ହୋଇଛି । ନାଗାବଳୀ ବାଶଂଧାରା  ଘୁମୁସୁରା ଡିଭିଜନ ପକ୍ଷରୁ ଲଗାଯାଇଛି ପୋଷ୍ଟର । ଫୋନି ବାତ୍ୟାରେ ମୃତକ ପରିବାରକୁ୨୦ ଲଷ ଟଙ୍କା ଦେବାକୁ ଦାବି କରି ପୋଷ୍ଟର ମରାଯାଇଛି । ଘରଭଙ୍ଗା  ବାବଦକୁ ୨  ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପୋଷ୍ଟର ମାଧ୍ୟମରେ ଦାବି କରାଯାଇଛି ।

   Related Posts