କଳାହାଣ୍ଡିରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର

Published By : Prameya-News7 Bureau | August 17, 2020 IST

କଳାହାଣ୍ଡି ୧୭।୮: କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ବ୍ଲକ୍ ମହୋନଗିରି ପଂଚାୟତ ତାଙ୍ଗାବାଜୁଠାରେ ସିପିଆଇ ମାଓବାଦୀ କେକେବିଏନ ଡିଭିଜନ ପକ୍ଷରୁ ମାଓ ପୋଷ୍ଟର ଓ ବ୍ୟାନର ଲଗାଯାଇଛି । ଆସନ୍ତା ୧୮ ତାରିଖ ବନ୍ଦ ଡାକରା । କନ୍ଧମାଳ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି ।

{"id":315956,"sizeSlug":"large"}

ଓଡ଼ିଆ ସରକାରଙ୍କ ୫ ଜିଲ୍ଲା ନକ୍ସଲ ମୁକ୍ତ ଘୋଷଣାକୁ ମିଛ ଦର୍ଶାଇବାକୁ ମିଛ କହି ମାଓ ସମର୍ଥନ ପାଇଁ ଜନସାଧାରଣକୁ ଆହ୍ବାନ ଦିଆଯାଇଛି । କନ୍ଧମାଳ ଓ କଳାହାଣ୍ଡି ସୀମାନ୍ତ ମୁଖ୍ୟ ରାସ୍ତା ଉପରେ ବ୍ୟାନର ପୋଷ୍ଟର ଲଗାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.