Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ପାସପୋର୍ଟ ପାଇଁ ଆଉ ଭୁବନେଶ୍ଵର ଯିବାକୁ ପଡିବନି, ହେଲେ ମୁଖ୍ୟ ଡାକ ଘରେ ଘୋର ଅବ୍ୟବସ୍ଥାରେ ହନ୍ତସନ୍ତ ଲୋକେ

2/09/2022 at 6:26 PM

ବାଲେଶ୍ଵର: ଭୁବନେଶ୍ଵର ଯିବାକୁ ପଡିବନି, ଜିଲ୍ଲାର ମୁଖ୍ୟ ଡାକ ଘରେ କରିହେବ ପାସପୋର୍ଟ । ସରକାରଙ୍କର ଏହି ଘୋଷଣା ପରେ ଅନେକ ଲୋକ ଡାକ ଘରେ ପାସପୋର୍ଟ କରୁଛନ୍ତି । ତେବେ ବାଲେଶ୍ବର ସହରରେ ଥିବା ମୁଖ୍ୟ ଡାକ ଘରେ ପାସପୋର୍ଟ ପାଇଁ ଆବଶ୍ୟକ କର୍ମଚାରୀ ନଥିବାରୁ ଆବେଦନକାରୀ ହନ୍ତସନ୍ତ ହେଉଛନ୍ତି।

ବସିବା ପାଇଁ ଜାଗା ନାହିଁ , ଆଉ ଘଂଟା ଘଂଟା ଲାଇନରେ ଛିଡା ହେଉଛନ୍ତି । ଜଣେ କର୍ମଚାରୀ ପାସପୋର୍ଟ ପାଇଁ ନିୟୋଜିତ ହୋଇଛନ୍ତି । ଆଉ ବାଲେଶ୍ବର ଜିଲ୍ଲାରେ ହାରାହାରି ପ୍ରତିଦିନ ୩୫ଜଣ ବ୍ୟକ୍ତି ପାସପୋର୍ଟ ପାଇଁ ପୋଷ୍ଟ ଅଫିସକୁ ଆସୁଛନ୍ତି । ତା ଭିତରେ ପୁଣି କେତେବେଳେ ସରଭର ଡାଉନ ହୋଇ ଯାଉଛି । ଏଥିପାଇଁ ଲୋକେ ଅତିଷ୍ଠ ହୋଇ ପଡିଲେଣି ।

   Related Posts