ଶନିବାର ବସିବ ମନ୍ତ୍ରୀ ପରିଷଦ ବୈଠକ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ହେବ ଆଲୋଚନା

Published By : Prameya-News7 Bureau | November 18, 2023 IST

ଭୁବନେଶ୍ବର ୧୮।୧୧ : ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ । ଶନିବାର ସନ୍ଧ୍ୟା ୫ ଟାରେ ବସିବ ଏହି ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଆଜିର ଏହି ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜି ପାରେ ମୋହୋର । କିଛି ନୂଆ ଯୋଜନା କାର୍ଯ୍ୟକରୀ ଉପରେ ମଧ୍ୟ ହୋଇପାରେ ଆଲୋଚନା । ବିଧାନସଭା ଅଧବେଶନ ପୂର୍ବରୁ ଏହି ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

wp:embed {"url":"https://www.prameyanews7.com/astrology-predictions-about-the-world-cup/","type":"wp-embed","providerNameSlug":"prameya-news-7"}
https://www.prameyanews7.com/astrology-predictions-about-the-world-cup/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.