oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?

13/08/2022 at 10:20 AM

ନୂଆଦିଲ୍ଲୀ, ୧୩|୦୮:  ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାର ମୃତଦେହ । ଏପରି ଘଟଣା ସାମ୍ନାକୁ ଆସିଛି ଛତିଶଗଡରେ । ଏଠାକର ମନ୍ତ୍ରୀ ଟିଏସ ସିଂହଦେବଙ୍କ ଭଣଜାରଙ୍କ ମୃତଦେହ ଏକ ରେଳ ଲାଇନରୁ ଉଦ୍ଧାର ହୋଇଛି ।

ସୂଚନାନୁସାରେ, ମନ୍ତୀଙ୍କ ଭଣଜା ବୀରଭଦ୍ର ପ୍ରତାପ ସିଂ ଓରଫ ସଚିନ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ପୋଲିସକୁ ସୂଚନା ଦିଆଯାଇଥିଲା । ତେବେ ସଚିନଙ୍କ ମୃତଦେହ ବିଳାସପୁରର ବେଲଗହନା ଷ୍ଟେସନ ନିକଟ ରେଳଧାରଣରେ ପଡିଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ଘଟଣାସ୍ଥଳରେ ପୋଲିସ ପହଁଚିବା ସହ ମୃତଦେହକୁ ଜବତ କରିଥିଲା ।

ମୃତଦେହର ପୋଷ୍ଟମଟର୍ମ ସରିଛି । କିଛିଦିନ ଭିତରେ ରିପୋର୍ଟ ଆସିଯିବ । ତେବେ କେଉଁ କାରଣରୁ ମୃତ୍ୟୁ ଘଟିଛି, ହତ୍ୟା ନା ଦୁର୍ଘଟଣା ତାହା ଏବେବି ସନ୍ଦେହଘେରରେ ରହିଛି ।  

ସୂଚନାଯୋଗ୍ୟ, ସଚିନ ଲଣ୍ଡ୍ରାର ପଞ୍ଚାୟତ ଅଧ୍ୟକ୍ଷ ଥିଲେ । ଏସଡିପିଓ ଆଶିଷ ଆରୋରାଙ୍କ କହିବାନୁସାରେ, ସଚିନ ଟ୍ରେନରେ ଦୁର୍ଗରୁ ଅମ୍ବିକାପୁର ଯାଉଥିଲେ । ବାଟରେ କିଛି ଅଘଟଣ ଘଟିଥାଇପାରେ ବୋଲି ସେ ପ୍ରକାଶ କରିଛନ୍ତି ।

   Related Posts