vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଆଣ୍ଡାମାନ ନିକୋବରରେ ପହଞ୍ଚିଲା ମୌମୁମୀ, ରଜ ସୁଦ୍ଧା ଓଡ଼ିଶା ଛୁଇଁବା ସମ୍ଭାବନା

16/05/2022 at 2:32 PM

ନୂଆଦିଲ୍ଲୀ ୧୬/୦୫: ଓଡ଼ିଶାରେ ଶୀଘ୍ର ଆସିପରେ ମୌସୁମୀ । ଆଣ୍ଡମାନ ନିକୋବରରେ ଆଜି ମୌସୁମୀ ପହଞ୍ଚିଛି । ତେବେ ଓଡ଼ିଶାରେ ରଜ ସୁଦ୍ଧା ମୌସୁମୀ ଆସିବ ବୋଲି ସ୍ପଷ୍ଟ କରିଛନ୍ତି ପାଣିପାଗ ବିଜ୍ଞାନୀ ଆର.କେ ଜେନାମଣି । ସେ କହିଛନ୍ତି ଆଗାମୀ ୩ ରୁ ୪ ଦିନ ଭିତରେ ବଙ୍ଗପୋସାଗରରେ ଗତିକୁ ନେଇ ମୌସୁମୀର ପ୍ରଭାବ ନିର୍ଭର କରେ ।

ଓଡ଼ିଶାରେ ହିଟ ୱେଭ ସ୍ଥିତି ଅନ୍ୟ ରାଜ୍ୟ ମାନଙ୍କ ଠାରୁ କମ୍ ରହିଛି । ଦିଲ୍ଲୀ ସମେତ ଉତ୍ତର ଭାରତରେ ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି ତାପମାତ୍ରା । ନଜଫଗଡ ଏବଂ ମଙ୍ଗଳପୁରରେ ତାପମାତ୍ରା ୪୯ ° ରେକର୍ଡ କରାଯାଇଛି । ଆସନ୍ତା କାଲିଠୁ western disturbance ଯୋଗୁ ତାପମାତ୍ରା କମିବ ।

ଘଡଘଡି ସହିତ ବର୍ଷା ଏବଂ ପବନ ହେବାର ସମ୍ଭାବନା ରହିଛି । ଆଣ୍ଡମାନ ନିକୋବର ସାଗରରେ ବର୍ତ୍ତମାନ ମୌସୁମୀ ପ୍ରବେଶ କରିଛି । ଯାହା ଖୁବ୍ ଶୀଘ୍ର ବଙ୍ଗୋପସାଗର ଅଂଚଲରେ ପ୍ରବେଶ କରିବ । ଏହା ସହିତ କେରଳରେ ପ୍ରବଳ ବର୍ଷାର ଓ୍ୱାର୍ଣ୍ଣିଂ ଦିଆଯାଇଛି ।

   Related Posts