ମଣିପୁରରେ ଫେରୁଛି ଶାନ୍ତି; ଯବାନଙ୍କ ଦ୍ବାରା ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ
ଇମ୍ଫାଲ: ମଣିପୁର ହିଂସା ପରେ ସ୍ଥିତି ସୁଧାରିବାରେ ଲାଗିଛି ଭାରତୀୟ ସେନା । ରାଜ୍ୟରେ ଶାନ୍ତି ଫେରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି । ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସ୍ଥିର ରଖିବା ପାଇଁ ସେନା ପୁରା ଶକ୍ତି ଲଗାଇ ଦେଇଛି । ଏହାରି ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଣିପରୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନ୍ୟପଟେ ସୁରକ୍ଷାବଳ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି । ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ … Continue reading ମଣିପୁରରେ ଫେରୁଛି ଶାନ୍ତି; ଯବାନଙ୍କ ଦ୍ବାରା ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ
Copy and paste this URL into your WordPress site to embed
Copy and paste this code into your site to embed