ମଣିପୁରରେ ଯବାନଙ୍କୁ ହତ୍ୟା, ଗୋଟିଏ ଦିନ ପୂର୍ବରୁ ହୋଇଥିଲେ ଅପହରଣ

ନୂଆଦିଲ୍ଲୀ ୧୮।୦୯: ରବିବାର (୧୭ ସେପ୍ଟେମ୍ବର) ପୂର୍ବ ଇମ୍ଫାଲ ଜିଲ୍ଲାରେ ଜଣେ ଭାରତୀୟ ସେନାଙ୍କ ମୃତଦେହ ମିଳିଥିଲା। ସୂଚନା ଦେଇ ପୋଲିସ କହିଛି ଯେ କିଛି ସଶସ୍ତ୍ର ଲୋକ ଯବାନଙ୍କୁ ଅପହରଣ କରି ନେଇଥିଲେ। ପୋଲିସ ଅଧିକାରୀଙ୍କ କହିବାନୁସାରେ, ଯବାନ ଛୁଟିରେ ତାଙ୍କ ଘରକୁ ଆସିଥିଲେ। ଯେଉଁଠାରୁ ତାଙ୍କୁ ଅପହରଣ କରାଯାଇଥିଲା। ତାଙ୍କ ନାମ ସର୍ଟୋ ଥାଙ୍ଗଥାଙ୍ଗ କୋମ । ପୋଲିସ ଅଧିକାରୀ କହିଛନ୍ତି ଯେ ତିନିଜଣ ସଶସ୍ତ୍ର ବ୍ୟକ୍ତି ପ୍ରତିରକ୍ଷା ସେବା କର୍ପସ (ଡିଏସସି) ର … Continue reading ମଣିପୁରରେ ଯବାନଙ୍କୁ ହତ୍ୟା, ଗୋଟିଏ ଦିନ ପୂର୍ବରୁ ହୋଇଥିଲେ ଅପହରଣ