Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

ରାଜଧାନୀରେ ଆମ୍ବ ପ୍ରଦର୍ଶନୀ

8/06/2018 at 2:20 PM

ଭୁବନେଶ୍ୱରରେ ନାବାର୍ଡ ପକ୍ଷରୁ ଆଜି ଏକ ଆମ୍ବ ପ୍ରଦର୍ଶନୀ ଆୟେ।ଜିତ ହେ।ଇଯାଇଛି ।୧୫ ଟି କିସମର ଆମ୍ବ ଏଥିରେ ପ୍ରଦର୍ଶିତ ହୋଇଥିଲା | ବିଶେଷ କରି ଆଦିବାସୀ ଅଧୁଷିତ ଅଚଂଳରେ ଚାଷୀ ମାନେ ଆମ୍ବ ଚାଷ କରି ଭୁବନେଶ୍ବର ମାର୍କେଟ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାକୁ ବିକି ରେ।ଜଗାରର ପନ୍ଥା ବାହାର କରିବା ସହ ନାବାର୍ଡ ମାଧ୍ୟମରେ ଏହାକୁ ବିଭିନ୍ନ ସଂସ୍ଥା ଦେଶ ତଥା ଦେଶ ବାହାରେକୁ ରପ୍ତାନୀ କରାଯାଉଛି । ଯେଉଁଥିରେ କି ଆଦିବାସୀ ଅଧୁଷିତ ଅଚଂଳ ଚାଷୀ ଲାଭବାନ ହେଉଛନ୍ତି ।
ଦ୍ବିତୀୟ ରାଜ୍ୟସ୍ତରୀୟ ଆମ୍ବ ପ୍ରଦର୍ଶନୀ ନାବାର୍ଡ ପକ୍ଷରୁ ଅନୁଷ୍ଠିତ ହେ।ଇଛି ୮ ରୁ ୧୪ ତାରିଖ ପଯ୍ୟନ୍ତ ନାବାର୍ଡ ପରିସରରେ ଏହି ପ୍ରଦର୍ଶନୀ ଚାଲିଛି । ବିଶେଷ କରି ନାବାର୍ଡ ସହାୟତାରେ ଆଦିବାସୀ ଅଧୁଷିତ ଅଚଂଳ ରେ ରହୁଥିବା ଚାଷୀ ଆମ୍ବ ଚାଷ କରି ମାକେର୍ଟକୁ ଏହା ବିକ୍ରି ପାଇଁ ଆଣି ଆଆନ୍ତି ।ଏହି ପ୍ରଦର୍ଶନୀ ରେ ଲେଙ୍ଗଡା ଦଶେରୀ ମଲ୍ଲିକା ଆମ୍ର ପଲ୍ଳୀ ଗେ।ଲାଫାସ ବମ୍ବେ ଗ୍ରିନ ବାଇଗଣ ପଲ୍ଲେଇ ହିମ ସାଗର ଲାଟ ସୁନ୍ଦୀରୀ ଖିର ସାଗର ଭଲି ୧୫ ଟି ଅଧିକ କିସମ ର ଆମ୍ବ ଏଠାରେ ପ୍ରଦର୍ଶିତ ହେ।ଇଥିଲା ।ଏହି ପ୍ରଦର୍ଶନୀ କୁ ରାଜ୍ୟ ପାଲ ଗଣେଷୀ ଲାଲ ଉଦ ଘାଟନ କରିବା ସହ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ ଏହା ଓଡିଶା ଚାଷୀ ଙ୍କ ପ୍ରଚେଷ୍ଟା ରେ ଆମ୍ବ ଉତ୍ପାଦନ କୁ ମଧ୍ୟ ପ୍ରଶଂଶା କରିଥିଲେ ।
ବିଷେଶ କରି ନାବାର୍ଡ ପକ୍ଷରୁ ଚାଷୀ ଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଏହି ଆମ୍ବ ପ୍ରଦର୍ଶନୀ ର ଆୟେ।ଜନ କରାଯାଇଥାଏ ।ବିଭିନ୍ନ କିସମ ର ଆମ୍ବ କୁ ବଜାର ମୁଲ୍ୟ ରେ ବିକିବା ପାଇଁ ନାବାର୍ଡ ଏହି ଚାଷୀ ଙ୍କୁ ସହାୟତା କରିଥାଏ ।ରାଜ ସମୟ ରେ ନାବାର୍ଡ ପକ୍ଷରୁ କରାଯାଉଥିବା ଏହି ପ୍ରଦର୍ଶନୀ ରୁ ସାଧାରଣ ଲେ।କ ମଧ୍ୟ ଆମ୍ବ କିଣିବା ସହ ବିଭିନ୍ନ କିସମର ଆମ୍ବର ଦେଖିବା ଓ ଖାଇବାର ସୁଯେ।ଗ ପାଇଥାଆନ୍ତି ।ତେବେ ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ଆମ୍ବ ଥିଲା ଆଲଫାନସେ। ।
ପ୍ରଥମ ଥର ପାଇଁ ଏହି ପ୍ରଦର୍ଶନୀ କୁ ତିନିଦିନ ପରିବେର୍ତେ୍ତ ୮ ଦିନ କରାଯାଇଛି ।ସାଧାରଣ ଲେ।କେ ଏହାର ଫାଇଦା ନେବା ନାବାର୍ଡ ପକ୍ଷରୁ ବ୍ୟବସ୍ ତା କରାଯାଇଛି ।

Leave a Reply

   Related Posts