vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

IAS ଦମ୍ପତିଙ୍କ ବଦଳି ଦିଲ୍ଲୀକୁ କ୍ଷତି, କେନ୍ଦ୍ର ସରକାରଙ୍କର ଏଭଳି ଆଭିମୁଖ୍ୟ ଏକ ଷଡ଼ଯନ୍ତ୍ର; ବିଜେପି ସାଂସଦ ମାନେକା ଗାନ୍ଧୀ

28/05/2022 at 10:53 PM

ନୂଆଦିଲ୍ଲୀ: ଖେଳ ଅଭ୍ୟାସ ବନ୍ଦ କରି ଷ୍ଟାଡିୟମ୍‌ରେ କୁକୁର ବୁଲାଇବା ଅଭିଯୋଗରେ IAS ଦମ୍ପତିଙ୍କୁ ଦିଲ୍ଲୀରୁ ଲଦାଖ ଓ ଅରୁଣାଚଳ ପ୍ରଦେଶ ଟ୍ରାନ୍ସଫର କରିଥିଲେ କେନ୍ଦ୍ର ସରକାର। ଏହାର ଦୁଇଦିନ ପରେ ଆଜି ଏନେଇ ବୟାନ ରଖିଛନ୍ତି ବିଜେପି ସାଂସଦ ମାନେକା ଗାନ୍ଧୀ।

ଏହା ଦିଲ୍ଲୀ ପାଇଁ କ୍ଷତି। ବଦଳି ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ମାନେକା ଗାନ୍ଧୀ କହିଛନ୍ତି। ସେ କହିଛନ୍ତି ” କେହି ଏମିତି ଜଣଙ୍କୁ ଯେଉଁଠି ନାହିଁ ସେଇଠି ବଦଳି କରିପାରିବ ନାହିଁ। ଦିଲ୍ଲୀ ଏଥିପାଇଁ କ୍ଷତି ସହିବ। କେନ୍ଦ୍ରର ଏଭଳି ଆଭିମୁଖ୍ୟ ଏକ ଷଡ଼ଯନ୍ତ୍ର।”  

ସେ ଆହୁରି ମଧ୍ୟ କହିଛନ୍ତିଏହା ବାଦ୍ ଲଦାଖ ଓ ଅରୁଣାଚଳ ପ୍ରଦେଶକୁ ଲୋକମାନେ ଖୁସିରେ ଯାଆନ୍ତି। କିନ୍ତୁ ଏଠି ପୋଷ୍ଟିଂ କରି କାହିଁକି ଏହି ସ୍ଥାନକୁ ଏକ ଦଣ୍ଡରୂପେ ବ୍ୟବହାର କରାଗଲା।ଏହି ସ୍ଥାନମାନଙ୍କର ଭଲ ଅଫିସରମାନଙ୍କୁ ପଠାଇବା ଦରକାର।

   Related Posts