ଖୋଲିଲା ମନ୍ଦିରା ଡ୍ୟାମ୍ର ସମସ୍ତ ଗେଟ୍, କ୍ଷମତା ପାଖାପାଖି ରହିଛି ଜଳସ୍ତର
21/08/2022 at 8:59 PM

ରାଉରକେଲା, ୨୧/୦୮: ମନ୍ଦିରା ଡ୍ୟାମର ଖୋଲିଲା ସମସ୍ତ ଗେଟ୍ । ଡ୍ୟାମ୍ର ସମସ୍ତ ୧୧ ଗେଟ ଖୋଲା ଯାଇଥିବା ଜଣାପଡ଼ିଛି । ମନ୍ଦିରା ଡ୍ୟାମ ଜଳସ୍ତର କ୍ଷମତା ୬୯୦ ଫୁଟ୍ ରହିଥିବା ବେଳେ ଏବେ ଜଳସ୍ତର ରହିଛି ୬୮୬ ଫୁଟ । ପାନପୋଷ ଠାରେ ବ୍ରାହ୍ମଣୀ ନଦୀ ଫୁଲୁଥିବା ସୂଚନା ମିଳିଛି । ବିପଦ ସଙ୍କେତ ୧୭୮.୪୨ ମିଟର ରହିଥିବା ବେଳେ ବ୍ରାହ୍ମଣୀରେ ଏବେ ୧୭୮.୧୦ ମିଟର ଉପରେ ଜଳ ପ୍ରବାହିତ ହେଉଛି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023