Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୋଲିଲା ମନ୍ଦିରା ଡ୍ୟାମ୍‌ର ସମସ୍ତ ଗେଟ୍‌, କ୍ଷମତା ପାଖାପାଖି ରହିଛି ଜଳସ୍ତର

21/08/2022 at 8:59 PM

ରାଉରକେଲା, ୨୧/୦୮: ମନ୍ଦିରା ଡ୍ୟାମର ଖୋଲିଲା ସମସ୍ତ ଗେଟ୍‌ । ଡ୍ୟାମ୍‌ର ସମସ୍ତ ୧୧ ଗେଟ ଖୋଲା ଯାଇଥିବା ଜଣାପଡ଼ିଛି । ମନ୍ଦିରା ଡ୍ୟାମ ଜଳସ୍ତର କ୍ଷମତା ୬୯୦ ଫୁଟ୍‌ ରହିଥିବା ବେଳେ ଏବେ ଜଳସ୍ତର ରହିଛି ୬୮୬ ଫୁଟ । ପାନପୋଷ ଠାରେ ବ୍ରାହ୍ମଣୀ ନଦୀ ଫୁଲୁଥିବା ସୂଚନା ମିଳିଛି । ବିପଦ  ସଙ୍କେତ ୧୭୮.୪୨ ମିଟର ରହିଥିବା ବେଳେ ବ୍ରାହ୍ମଣୀରେ ଏବେ ୧୭୮.୧୦ ମିଟର ଉପରେ ଜଳ ପ୍ରବାହିତ ହେଉଛି ।

   Related Posts