ମାନସୀ କହିଲେ ସେତେ ବେଳେ ଏହି ପରିସ୍ଥିତି ବାଧ୍ୟ କଲା ଯାତ୍ରାକୁ ଆସିବା ପାଇଁ - କହିଲେ ବେଦନା କଥା,ଜାଣନ୍ତୁ କାହିଁକି ଆସିଥିଲେ ଯ।ତ୍ରା ପାଇଁ

Published By : Prameya-News7 Bureau | February 14, 2020 IST

ଭୁବନେଶ୍ୱର ୧୪।୦୨ - କେତେ ବେଳେ କିଏ କଳାକୁ ଭଲ ପାଇଁ ଯାତ୍ରା କରିବା ପାଇଁ ଆସିଛି ତ କାହାକୁ ପରିସ୍ଥିତି ବାଧ୍ୟ କରିଛି ଯ।ତ୍ରା କରିବା ପାଇଁ । ୨୩ ବର୍ଷ ତଳେ ଯାତ୍ରାକୁ ସବୁକିଛି ଦେଇ ଯାତ୍ରାକୁ ଆସିଛନ୍ତି । ବିନିଦ୍ର ରାତି , ନିଜର ସମୟ ଯୌବନ ସବୁ କିଛି ଯାତ୍ରା ପାଇଁ ଉତ୍ସଗ କରିଛନ୍ତି । ୨୩ ବର୍ଷ ତଳେ ଯାତ୍ରା କରିବା ପାଇଁ ଆସିଥିଲେ । ସେତେ ବେଳେ ଯାତ୍ରା ପାଇଁ ପରିସ୍ଥିତି ବାଧ୍ୟ କରିଥିଲା ।

wp:html /wp:html

ମାଆ ଚାଲିଯାଇଥିଲେ । ଭଲ ପରିସ୍ଥିତି ଥିଲା । ହେଲେ ମାଆ ଯିବା ପରେ ବାପା ଦ୍ୱିତୀୟ ବିବାହ କରିଥିଲେ । ସେହି ସମୟରେ ପରିସ୍ଥିତି ବାଧ୍ୟ କରିଥିଲା । ଘରର ଅଶାନ୍ତି ବାଧ୍ୟ କରିଥିଲା ଯାତ୍ରା ଦୁନିଆଁକୁ ଆସିବା ପାଇଁ । ବାପା ବି ଫେରାଇ ନେବା ପାଇଁ । ହେଲେ ଘରର ଅନେକ ଲୋକ ଥିଲେ । ଧୀରେ ଧୀରେ ଯ।ତ୍ରକୁ ଆପଣେଇ ନେଇଥିଲେ ।

{"id":224340,"sizeSlug":"large"}

ଅଷ୍ଟଶମ୍ଭୁରେ ସେ ନିଜର ଯାତ୍ରର ଯାତ୍ରା ଆରମ୍ଭ କରିଥିଲେ । ଅଭିନୟ କରିବା ପାଇଁ ମାଲିକଙ୍କୁ କହିଥିଲେ । ଛୋଟ ଛୋଟ ଅଭିନୟ କରି ନିଜର ଅଭିନୟ ଆରମ୍ଭ କରିଥିଲେ ।

{"id":224339,"sizeSlug":"large"}

ପୌରାଣିକ ନାଟକକୁ ଲୋକ ଗ୍ରହଣ କରି ନଥିଲେ । ସମାଜିକ ନାଟକ ପାଇଁ ସେମାନେ ଦାବି କରିଥିଲେ । ଏପରିକି କାଞ୍ଚି ଅଭିଯାନ ନାଟକ ବେଳେ ଚେୟାର ଟେବୁଲ ଫିଙ୍ଗିଥିଲେ । ଲୋକଙ୍କ ରୁଚି ଅନୁସାରେ ନାଟକ ହେଉଥିବା ମାନସୀ ଦଳେଇ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.