oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଚାନ୍ଦବାଲି ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍, ୪ ଅଭିଯୁକ୍ତଙ୍କୁ କୋର୍ଟରେ କରାଯିବ ହାଜର

3/04/2022 at 2:41 PM

ଭଦ୍ରକ ୦୩।୦୪: ସରିଲା ରିମାଣ୍ଡ ଅବଧୀ। କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଜି ଅଭିଯୁକ୍ତଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ । ଏହା ପୂର୍ବରୁ ଆଜି କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଅଭିଯୁକ୍ତମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ ୪ ଅଭିଯୁକ୍ତଙ୍କୁ ଚାନ୍ଦବାଲି ନେଇଛି କ୍ରାଇମବ୍ରାଞ୍ଚ । ଘଟଣାର ଅଧିକ ଖୁଲାସା ପାଇଁ ଅଭିଯୁକ୍ତଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ।

ତେବେ ପୂର୍ବରୁ ୫ ଦିନିଆ ରିମାଣ୍ଡ ସମୟରେ ଠୋସ୍ ପ୍ରମାଣ ଏକାଠି କରିବା ସହ ଅଭିଯୁକ୍ତଙ୍କୁ କ୍ରାଇମ ସ୍ପଟକୁ ନେଇ ସିନ୍ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ। ଚାନ୍ଦବାଲି ପଳାଶପୁର ଅପହରଣ ସ୍ଥାନ, ହତ୍ୟାକାଣ୍ଡ ସ୍ଥାନ ଦୟାଲ ଆଶ୍ରମ, ମୃତଦେହ ପୋତିବା ସ୍ଥାନ ରଣପୁରର ବଧିପାଟଣାରେ କ୍ରାଇମ ସିନ ରିକ୍ରିଏସନ କରାଯାଇଛି। ମାନସଙ୍କୁ କିଭଳି ହତ୍ୟା କରାଯାଇଥିଲା ? ତା’ର ତଥ୍ୟ ପ୍ରମାଣ ପାଇଥିଲା ତଦନ୍ତକାରୀ ଟିମ୍। କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁଙ୍କୁ ଅପହରଣ ଠାରୁ ହତ୍ୟା ଏବଂ ମୃତଦେହ ପୋତିବା, ଏ ସମସ୍ତ ଯୋଜନାରେ ଶର୍ମିଷ୍ଠାଙ୍କ ସହ ସାମିଲ ଥିଲେ ନିରଞ୍ଜନ ସେଠୀ। ତାଙ୍କର ଡାଇରେକ୍ସନରେ ହିଁ ଚାଲିଥିଲା ପୂରା କ୍ରାଇମ ପ୍ଲଟ୍।

   Related Posts