oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିବ କ୍ରାଇମ୍‌ବ୍ରାଞ୍ଚ, ଶର୍ମିଷ୍ଠାଙ୍କ ସହ ୪ଜଣଙ୍କୁ ନେଲା ଚାନ୍ଦବାଲି

31/03/2022 at 9:31 AM

କଟକ ୩୧।୦୩ : କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା । ଗିରଫ ଅଭିଯୁକ୍ତଙ୍କୁ ନେଇ ଚାନ୍ଦବାଲି ଗଲା କ୍ରାଇମବ୍ରାଞ୍ଚ ଟିମ୍‌ । କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରୁ କଡ଼ା ସୁରକ୍ଷା ମଧ୍ୟରେ ଶର୍ମିଷ୍ଠାଙ୍କ ସହ ୪ଜଣ ଅଭିଯୁକ୍ତଙ୍କୁ ନିଆଗଲା । ସେଠାରେ କ୍ରାଇମ୍‌ ସିନ୍‌ର ରିକ୍ରିଏସନ୍‌ କରିବ କ୍ରାଇମବ୍ରାଞ୍ଚ ।

ଖବର ଅନୁଯାୟୀ, ମାନସଙ୍କୁ ଚାନ୍ଦବାଲିରୁ ଅପରହରଣ କରାଯାଇଥିଲା । ସେଠାରୁ ଆଣି ଭୁବନେଶ୍ୱରରେ ହତ୍ୟା କରାଯିବା ପରେ ନୟାଗଡ଼ରେ ନେଇ ମାନସଙ୍କ ମୃତଦେହକୁ ପୋତି ଦେଇଥିଲେ ଅଭିଯୁକ୍ତ । ଏହି ଜଘନ୍ୟ ହତ୍ୟାକଣ୍ଡାର କ୍ରାଇମ୍‌ ସିନ ରିକ୍ରିଏସ୍‌ନ ପାଇଁ ଶର୍ମିଷ୍ଠା ଓ ବାକି ଅଭିଯୁକ୍ତଙ୍କୁ ନେଇ ଚାନ୍ଦବାଲି ଅଭିମୁଖେ ବାହାରିଛି କ୍ରାଇମ୍‌ବାଞ୍ଚ । କଡ଼ା ସୁରକ୍ଷା ମଧ୍ୟରେ ଶର୍ମିଷ୍ଠା, ନିରଞ୍ଜନ ଓ ବାକି ଅଭିଯୁକ୍ତଙ୍କୁ ନେଇଛି କ୍ରାଇମ୍‌ବ୍ରାଞ୍ଚ । ଚାନ୍ଦବାଲି ଅଭିମୁଖେ କ୍ରାଇମ୍‌ବ୍ରାଞ୍ଚର ବରିଷ୍ଠ ଅଧିକାରୀମାନେ ମଧ୍ୟ ଗସ୍ତ କରିଛନ୍ତି ।

   Related Posts