କଂଗ୍ରେସରୁ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ବହିଷ୍କୃତ, ୬ ବର୍ଷ ପାଇଁ ବିଦା କଲା ଦଳ

Published By : Prameya-News7 Bureau | June 07, 2024 IST

ଭୁବନେଶ୍ବର ୭।୬: କଂଗ୍ରେସ ନେତା ମାନସ ଚୌଧୁରୀ ବହିଷ୍କୃତ । ତାଙ୍କୁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କରାଯାଇଛି।ଦଳ ବିରୋଧୀ କାର୍ଯ୍ୟ ପାଇଁ ମାନସ ଚୌଧୁରୀଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି । ପିସିସି ସଭାପତି ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି ।

ମାନସ ଚୌଧୁରୀ କଟକ ଜିଲ୍ଲା ସଭାପତି ଥିଲେ । କଂଗ୍ରେସର ସବୁ କାର୍ଯ୍ୟକ୍ରମରେ ମାନସ ଦାୟିତ୍ଵ ନିର୍ବାହ କରୁଥିଲେ । ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେଙ୍କ ସଭା ସମିତି କାର୍ଯ୍ୟକ୍ରମର ଆୟୋଜନ କରୁଥିଲେ ମାନସ । 

You Can Read :

ସେନା କ୍ୟାମ୍ପ୍ ଉପରେ ରକେଟ୍ ଲଞ୍ଚର ମାଡ, ଯବାନଙ୍କ ପାଲଟା ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ମାଓବାଦୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.