ଆସନ୍ତା ରଥଯାତ୍ରା ସମୟରେ ଯାଞ୍ଚ କରାଯିବ ରତ୍ନଭଣ୍ଡାର, ସରକାରଙ୍କୁ ପରିଚାଳନା କମିଟିର ସୁପାରିଶ

ପୁରୀ ୪।୮: ଆସନ୍ତାବର୍ଷ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଯାଞ୍ଚ ପାଇଁ ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖାଯାଇଥିଲା । ଆସନ୍ତା ରଥଯାତ୍ରା ୨୦୨୪ ସମୟରେ ଯାଞ୍ଚ କରାଯିବ ରତ୍ନଭଣ୍ଡାର । ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ । ଏକ ଟେକ୍ନିକାଲ କମିଟି ଗଠନ କରାଯାଇ ରତ୍ନଭଣ୍ଡାରର ସମସ୍ତ ସର୍ଭେ କରାଯିବ । ଆସନ୍ତା ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବା ସହ ଜଣେ ସୁପ୍ରିମକୋର୍ଟ ଓ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରହିବେ । … Continue reading ଆସନ୍ତା ରଥଯାତ୍ରା ସମୟରେ ଯାଞ୍ଚ କରାଯିବ ରତ୍ନଭଣ୍ଡାର, ସରକାରଙ୍କୁ ପରିଚାଳନା କମିଟିର ସୁପାରିଶ