ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ରାଣୀଗଡ଼ ଗୁମ୍ମା ପଥର କ୍ୱାରୀ ଦୁର୍ଘଟଣା: ଜାମିନରେ ଆସିଲେ ଡିଡି କମ୍ପାନିର ସାଇଟ୍ ମ୍ୟାନେଜର୍

16/06/2018 at 5:16 AM

ଜୟପୁର ରାଣୀଗଡ଼ ଗୁମ୍ମା ପଥର କ୍ୱାରୀ ଦୁର୍ଘଟଣାର ୧୫ ଦିନ ପରେ ମିଳିଲା ୨ ଜେସିବି ଅପରେଟରଙ୍କ ମୃତଦେହ । କିନ୍ତୁ ଗିରଫ ହୋଇ କୋର୍ଟ ଚାଲାଣ ହେବାର ଦିନେ ଯାଇନି ଜାମିନରେ ଆସିଲେ ଡିଡି କମ୍ପାନିର ସାଇଟ୍ ମ୍ୟାନେଜର୍ । ମ୍ୟାନେଜର ବିଜୟ କୁମାର ଝା-ଙ୍କୁ ଜୟପୁର ସିଜେଏମ୍ କୋର୍ଟ ଜାମିନ୍ ଦେଇଛନ୍ତି । ଉଦ୍ଧାର କାମ ସରିବା ପରେ ବିଜୟଙ୍କୁ ଗତକାଲି ଗିରଫ କରି ପୋଲିସ୍ କୋର୍ଟ ଚାଲାଣ କରିଥିଲା ।

   Related Posts