ରାଣୀଗଡ଼ ଗୁମ୍ମା ପଥର କ୍ୱାରୀ ଦୁର୍ଘଟଣା: ଜାମିନରେ ଆସିଲେ ଡିଡି କମ୍ପାନିର ସାଇଟ୍ ମ୍ୟାନେଜର୍

Published By : Prameya-News7 Bureau | June 16, 2018 IST

ଜୟପୁର ରାଣୀଗଡ଼ ଗୁମ୍ମା ପଥର କ୍ୱାରୀ ଦୁର୍ଘଟଣାର ୧୫ ଦିନ ପରେ ମିଳିଲା ୨ ଜେସିବି ଅପରେଟରଙ୍କ ମୃତଦେହ । କିନ୍ତୁ ଗିରଫ ହୋଇ କୋର୍ଟ ଚାଲାଣ ହେବାର ଦିନେ ଯାଇନି ଜାମିନରେ ଆସିଲେ ଡିଡି କମ୍ପାନିର ସାଇଟ୍ ମ୍ୟାନେଜର୍ । ମ୍ୟାନେଜର ବିଜୟ କୁମାର ଝା-ଙ୍କୁ ଜୟପୁର ସିଜେଏମ୍ କୋର୍ଟ ଜାମିନ୍ ଦେଇଛନ୍ତି । ଉଦ୍ଧାର କାମ ସରିବା ପରେ ବିଜୟଙ୍କୁ ଗତକାଲି ଗିରଫ କରି ପୋଲିସ୍ କୋର୍ଟ ଚାଲାଣ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.