ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ, ବୋମାମାଡରେ ଯାଇଥିଲା ଜଣଙ୍କ ଜୀବନ
15/09/2023 at 6:31 PM

ଯାଜପୁର ୧୫।୯: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ । ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ।
ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ବିଂଝାରପୁର ଥାନା ସିଂହପୁର ଗାଁରେ ଅଭିମନ୍ୟୁ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଆଜୀବନ କାରାଦଣ୍ଡାଦେଶ । ରାଜନୈତିକ କାରଣରୁ ବୋମାମାଡ଼ରେ ଅଭିମନ୍ୟୁଙ୍କ ଜୀବନ ଯାଇଥିଲା । ମୃତକ ଅଭିମନ୍ୟୁ ମଧ୍ୟ ମୃତ୍ୟୁ ପୂର୍ବରୁ ହତ୍ୟା ଅଭିଯୋଗରେ ଦଣ୍ଡିତ ହୋଇଥିଲେ ।
You Can Read :
Related Posts
ଗଣେଶ ପୂଜାରେ ହଷ୍ଟେଲରେ ଖେଚୁଡ଼ି ଖାଇ ୧୦ ଛାତ୍ରୀ ଅସୁସ୍ଥ, ହସ୍ପିଟାଲ୍ରେ ଭର୍ତ୍ତି
21 September 2023
ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ ଗେଟ୍
21 September 2023
ସୋଆ SHMର ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ୭ ଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜିତ
21 September 2023
ଏସ୍ଆଇଏଚ୍ -୨୦୨୩ ପାଇଁ କ୍ଵାଲିଫାଏ କଲା ITERର ୧୦ଟି ହାକାଥନ୍ ଟିମ୍
21 September 2023