ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ, ବୋମାମାଡରେ ଯାଇଥିଲା ଜଣଙ୍କ ଜୀବନ

Published By : Prameya-News7 Bureau | September 15, 2023 IST

ଯାଜପୁର ୧୫।୯: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ । ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ।

ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ବିଂଝାରପୁର ଥାନା ସିଂହପୁର ଗାଁରେ ଅଭିମନ୍ୟୁ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଆଜୀବନ କାରାଦଣ୍ଡାଦେଶ । ରାଜନୈତିକ କାରଣରୁ ବୋମାମାଡ଼ରେ ଅଭିମନ୍ୟୁଙ୍କ ଜୀବନ ଯାଇଥିଲା । ମୃତକ ଅଭିମନ୍ୟୁ ମଧ୍ୟ ମୃତ୍ୟୁ ପୂର୍ବରୁ ହତ୍ୟା ଅଭିଯୋଗରେ ଦଣ୍ଡିତ ହୋଇଥିଲେ ।

You Can Read :

wp:embed {"url":"https://www.prameyanews7.com/hyva-hits-passenger-bus-in-bhadrak-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hyva-hits-passenger-bus-in-bhadrak-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.