ପ୍ରେମିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ମାମଲା : ପ୍ରେମିକକୁ ଆଜୀବନ ଜେଲ୍

Published By : Prameya-News7 Bureau | February 23, 2024 IST

କେନ୍ଦୁଝର ୨: କେନ୍ଦୁଝରରେ ପ୍ରେମିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ମାମଲାରେ ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରାଜଜ୍ ।

୨୦୨୨ ମସିହାରେ ହତ୍ୟାକାରୀ ଆସାମୀ ସୁଶାନ୍ତ କୁମାର ନାଏକ  ପଣ୍ଡାପଡା ଥାନା ଅନ୍ତର୍ଗତ ବସନ୍ତପୁର ଗାଁରେ ରହୁଥିବା ପ୍ରେମିକାକୁ ରାତିରେ ଫୋନ କରି ଘରୁ ଡ଼ାକିନେଇଥିଲେ । ସାଙ୍ଗ ମାନଙ୍କ ସହ ମିଶି ତାଙ୍କୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରି ତାଙ୍କ ବାରିପଟେ ଥିବା ପୋଖରୀରେ ଫୋପାଡି ଦେଇ ଚାଲିଯାଇଥିଲେ । ଏହି ଘଟଣାର ବିଚାର କରି ୨୦ଜଣ ସାକ୍ଷୀଙ୍କ ବୟାନ ସହ ଡିଏନଏ ରିପୋର୍ଟକୁ ଆଧାର କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦୁଝର ଜିଲ୍ଲା ଦୌରାଜଜ୍ ।

You Can Read :

wp:embed {"url":"https://www.prameyanews7.com/foundation-stone-for-transformation-of-bhadrak-nehru-stadium-laid-by-cm/","type":"wp-embed","providerNameSlug":"prameya-news-7"}
https://www.prameyanews7.com/foundation-stone-for-transformation-of-bhadrak-nehru-stadium-laid-by-cm/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.