oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପିଉସୀକୁ ଗଳାକାଟି ହତ୍ୟା କଲା ଭଣଜା : ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

1/07/2019 at 9:56 AM

ବୌଦ୍ଧ ୧/୭ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଆଶ୍ରେଗାଁରେ ଅଭାବନୀୟ ଘଟଣା ଘଟିଛି । ପିଉସୀର ଗଳାକାଟି ହତ୍ୟା କରିଛି ଭଣଜା । ମୃତକ ହେଲେ କବିତା ଦୀପ । ଅଭିଯୁକ୍ତ ଭଜଣା ବିନୋଦ ଦୀପ ପିୟୁସିକୁ ହତ୍ୟା କରିବା ପରେ ଗାଁରୁ ଫେରାର ହୋଇଯାଇଛି । ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ କଣ୍ଟାମାଳ ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟା ଘଟଣାର ତଦନ୍ତ କରୁଛି ।

   Related Posts