ବାପାକୁ ଲୁହାରଡରେ ପିଟି ପିଟି ହତ୍ୟା କଲା ପୁଅ

Published By : Prameya-News7 Bureau | June 18, 2018 IST

ବାପାକୁ ଲୁହାରଡରେ ପିଟି ପିଟି ହତ୍ୟା କଲା ପୁଅ । ବ୍ରହ୍ମପୁର ହିଞ୍ଜିଳିକାଟୁ ଥାନା ସମରଝୋଳ ଗାଁରେ ଅଭାବନୀୟ । ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ପୁଅ ଏ. ଦିବାକର ବାପା କ୍ରିଷ୍ଣା ରାଓଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ପୁଅକୁ ପୋଲିସ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.