ପୁତୁରାର ଟାଙ୍ଗିଆ ମାଡରେ କକାର ମୃତ୍ୟୁ

Published By : Prameya-News7 Bureau | July 04, 2018 IST

ପୁତୁରାର ଟାଙ୍ଗିଆ ମାଡରେ କକାର ମୃତ୍ୟୁ । ବରଗଡ଼ ଭଟଲି ଥାନା ଅନ୍ତର୍ଗତ ଜଡ଼ା ଗାଁରେ ହତ୍ୟାକାଣ୍ଡ । ମୃତକ ହେଲେ କାଳିଆ ଭୁଏ । ଜମିବାଡ଼ି କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହେ।ଇଥିବା ସନ୍ଦେହ କରାଯାଉଛି । ହତ୍ୟାକାରୀ ପୁତୁରା ମୋହନ ଭୁଏକୁ ଗିରଫ କରିଛି ପୋଲିସ । ଏହାସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.