ଶଳା ମାଡରେ ଭିଣେଇ ମୃତ
14/05/2018 at 9:09 AM

ଶଳା ମାଡରେ ଭିଣେଇ ର ମୃତ୍ୟୁ ଅଭିଯୋଗ … ମୃତକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ମହାରୁଦ୍ରପୁର ଗାଁର କରୁଣାକର ମାଝୀ … ଗତ ୪ବର୍ଷ ହେଲା ସେ ସୋରୋ ଥାନା ସୁନାରୀ ଗାଁରେ ଘର ଜ୍ୱାଇଁ ଭାବେ ରହୁଥିଲେ … ଗତ କଲି ଅପରାହ୍ନରେ କରୁଣାକରକୁ ମାଡ ମାରିଥିଲେ ଶଳା କାଳିଆ ମାଝୀ … ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ସୋରୋ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ … ତେବେ ଆଜି ସକାଳୁ କରୁଣାକରଙ୍କ ମୃତ୍ୟୁ ହୋଇଛି … କରୁଣାକରଙ୍କ ଘର ଲୋକେ ସୋରୋ ଥାନାରେ କାଳିଆ ମାଝୀ ନାଁରେ ଅଭିଯୋଗ କରିଛନ୍ତି … ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି …
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023