ଭାଲୁ ଆକ୍ରମଣରେ ଜଣେ ମୃତ
3/05/2018 at 10:25 AM

ନବରଙ୍ଗପୁର ଫାର୍ସାଗୁଡାରେ ମାତିଛି ଭାଲୁ
ଭୟଙ୍କର ଭାବେ ଝୁଣି ଝୁଣି ମାରିଦେଲା ଭାଲୁ
ମୃତକ ଜଣକ ଦଳେଇଗୁଡ଼ା ଗାଁର ପ୍ରଭୁ ଭତରା
ମୃତକ ଜଣେ ବୋଲେରୋ ଡ୍ରାଇଭର
ରାସ୍ତାରେ ଗାଡି ରଖି ଶୌଚ ହେବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣ କରିଥିଲା
Related Posts
ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ, ଘୋଷଣା କଲେ ରାଜ୍ୟ ସରକାର
1 April 2023