LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପଥରରେ ଛେଚି ଯୁବକଙ୍କୁ ବୀଭତ୍ସ ହତ୍ୟା

1/06/2018 at 7:40 AM

ପଥରରେ ଛେଚି ଯୁବକଙ୍କ ବୀଭତ୍ସ ହତ୍ୟା | ଉଦଳା ଖୁଣ୍ଟା ଥାନା ଡ଼େଙ୍ଗାମ ଗାଁର ଘଟଣା | ଗାଁର ବାଦାମ ଖେତ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି |ମୃତକ ହେଲେ ସେହି ଗାଁର ସୁକୁଲ ହେମ୍ରମ | ଗତ ବୁଧବାରରୁ ନିଖୋଜ ଥିଲେ ସୁକୁଲ | ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି | ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ | ଘଟଣାସ୍ଥଳରେ ଖୁଣ୍ଟା ପୋଲିସ ପହଞ୍ଚି ତଦନ୍ତ କରୁଛି |

Leave a Reply

   Related Posts