ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ ଜେଲ୍, ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ

Published By : Prameya-News7 Bureau | August 31, 2024 IST

ଜଗତସିଂହପୁର ୩୧।୮: ନାବାଳିକା ଦୁଷ୍କର୍ମ ମାମଲାରେ ଆସିଲା ରାୟ । ଅଭିଯୁକ୍ତ ସନିଆ ଓରଫ ଅଜୟ ଅଞ୍ଜନ ବେହେରାକୁ ଆଜୀବନ କାରାଦଣ୍ଡଦେଶ । ଦଣ୍ଡ ଶୁଣାଇଲେ ଜଗତସିଂହପୁର ସ୍ୱତନ୍ତ୍ର ପୋକ୍ସ କୋର୍ଟ ।

ସୂଚନାଯୋଗ୍ୟ ଯେ, ଗତ ୨୦୨୩ ମସିହାରେ ଅଭୟଚାନ୍ଦପୁର ଥାନା ଅଞ୍ଚଳରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା । ୬ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଅଜୟ । ଏହି ମାମଲାରେ ରାୟ ପ୍ରକାଶ ପାଇଛି । ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି ଜଗତସିଂହପୁର ସ୍ୱତନ୍ତ୍ର ପୋକ୍ସ କୋର୍ଟ ବିଚାରପତି ହର ପ୍ରସାଦ ପଟ୍ଟନାୟକ ।

You Can Read:

କଲିକତାରୁ ଝିଅ ଡକାଇ, ସମୁଦ୍ର କୂଳରେ କରୁଥିଲେ ରିଲ୍ସ ; ଝିଅଙ୍କ ବ୍ୟାଗ୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.