ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀକୁ ଫାଶୀ ଦଣ୍ଡାଦେଶ, ଲକ୍ଷେ ଟଙ୍କା ଟଙ୍କା ଜରିମାନା ଆଦେଶ

Published By : Prameya-News7 Bureau | October 01, 2024 IST

ସମ୍ବଲପୁର ୧।୧୦: ସମ୍ବଲପୁର ସ୍ୱତନ୍ତ୍ର ପୋକ୍ସ କୋର୍ଟ ଦ୍ୱାରା ଜଣେ ଦୁଷ୍କର୍ମ ଓ ହତ୍ୟାକାରୀକୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କଲେ l ସମ୍ବଲପୁର ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗ୍ରାମରେ ଗତ ୨୦୨୨ ମସିହାରେ ଜଣେ ନାବାଳିକାଙ୍କୁ ସେହି ଗ୍ରାମର ପ୍ରଶାନ୍ତ ବଘାର ନାମକ ଜଣେ ବ୍ୟକ୍ତି ଦୁଷ୍କର୍ମ କରିବା ସହ ନାବାଳିକାକୁ ହତ୍ୟା କରିଥିଲା l ଏହି ଘଟଣାରେ ପ୍ରଶାନ୍ତକୁ ଗିରଫ କରିଥିଲା ପୋଲିସ  l ମଙ୍ଗଳବାର ସ୍ୱତନ୍ତ୍ର ପୋକ୍ସ କୋର୍ଟ ଏହାର ରାୟ ଶୁଣାଇଥିଲେ l ଫାଶୀ ଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି  l

You Can Read:

ଭାରତପୁର ଥାନା ମାମଲାର ନିରପେକ୍ଷ ତଦନ୍ତ ସହ ସମସ୍ତଙ୍କୁ ନ୍ୟାୟ ଦିଆଯିବ : କ୍ରାଇମବ୍ରାଞ୍ଚ ଏଡିଜି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.