ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ମହାନଦୀ ବ୍ରିଜ୍ ଉପରୁ ଖସିପଡିଲେ ଅଜଣା ବ୍ୟକ୍ତି, ଉଦ୍ଧାର କଲେ ସ୍ଥାନୀୟ ଲୋକ

17/12/2021 at 5:37 PM

କଟକ ୧୭।୧୨: କଟକ ମହାନଦୀ ବ୍ରିଜ୍ ତଳକୁ ଖସିପଡିଲେ ଅଜଣା ବ୍ୟକ୍ତି । ପୋଲ ଉପରେ ଯାଉଥିବା ସମୟରେ ହାଲିଆ ହୋଇ ବସି ପଡିବା ବେଳେ ସେ ତଳକୁ ଖସି ପଡିଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଯୁବକମାନେ ତୁରନ୍ତ ନଦୀକୁ ଡେଇଁ ବୁଡି ଯାଉଥିବା ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିଥିଲେ । ବ୍ୟକ୍ତଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ବ୍ୟକ୍ତି ଜଣଙ୍କର ପରିଚୟ ମିଳିପାରି ନାହିଁ ।

   Related Posts