ଅଂଶୁଘାତରେ ବୃଦ୍ଧଙ୍କ ମୁତ୍ୟୁ ଅଭିଯୋଗ
30/05/2019 at 12:41 PM

ସୋର ୩୦|୫: ବାଲେଶ୍ବରରେ ଅଂଶୁଘାତରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ଔପଦା ଅସ୍ତପାଟଣା ଗ୍ରାମର ଯଦୁନାଥ ବାରିକ ବିଲରେ କାମ କରୁଥିବା ବେଳେ ହଠାତ୍ ଟଳି ପଡିଥିଲେ । ତାଙ୍କୁ ପରିବାର ଲୋକ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୁତ ଘୋଷଣା କରିଛନ୍ତି । ଯଦୁନାଥଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023