ଶ୍ରୀମନ୍ଦିରରେ ଅଘଟଣ ! ମୁଣ୍ଡିଆ ମାରୁଥିବା ବେଳେ ଶ୍ରଦ୍ଧାଳୁଙ୍କ ମୃତ୍ୟ
8/05/2018 at 10:15 AM

ପୁରୀ ଶ୍ରୀମନ୍ଦିରରେ ଅଘଟଣ ଘଟିଛି | ଦର୍ଶନ କରୁଥିବା ବେଳେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟ ହୋଇଛି | ବାଟ ବୃକ୍ଷ ନିକଟରେ ମୁଣ୍ଡିଆ ମାରୁଥିବା ସମୟରେ ତଳି ପଡିଲେ ଭକ୍ତ | ମୃତକ ଜଣକ ହେଲେ ନୟାଗଡ଼ ତ୍ରିନାଥ ଛକ ଅଞ୍ଚଳର ଅଜୟ କୁମାର ଦାସ | ମୃତ୍ୟୁର କାରଣ ଏବେ ଯାଏଁ ଜଣା ପଡ଼ିନାହିଁ | ତାଙ୍କ ମୃତଦେହକୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି | ଆଜି ସପରିବାର ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ |
Related Posts
କିଶୋର ଜେନାଙ୍କୁ ଦେଢ଼ କୋଟି ପୁରସ୍କାର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
4 October 2023