Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୦୦ ଫୁଟ ଉଚ୍ଚ ଟାୱାର ଉପରକୁ ଚଢ଼ିଗଲେ ଯୁବକ, ତଳକୁ ଆଣିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ବିଫଳ

1/12/2022 at 4:23 PM

ବଡ଼ବିଲ, ୦୧/୧୦: ବଡ଼ବିଲ୍‌ ଯୋଡ଼ାରେ ହନୁମାନ ହଟିଂ ମୋବାଇଲ ଟାୱାର ଉପରକୁ ଚଢ଼ିଗଲେ ଯୁବକ । ଗତକାଲି ରାତିରୁ ୧୦୦ ଫୁଟ ଉଚ୍ଚ ଏହି ଟାୱାର ଉପରେ ଯୁବକ ଚଢ଼ିଥିବା ସୂଚନା ମିଳିଛି । ତାଙ୍କୁ ତଳକୁ ଆଣିବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ବିଫଳ ହୋଇଛି । ଘଟଣାସ୍ଥଳରେ ଯୋଡ଼ା ପୋଲିସ ରହିଥିବା ବେଳେ ଯୁବକଙ୍କୁ ତଳକୁ ଓହ୍ଲାଇବା ପାଇଁ ପ୍ରୟାସ ଚାଲିଛି । ଯୁବକର ପରିଚୟ ରାଜୁ ମୁଣ୍ଡା ବୋଲି କୁହାଯାଉଛି ।

   Related Posts