୧୦୦ ଫୁଟ ଉଚ୍ଚ ଟାୱାର ଉପରକୁ ଚଢ଼ିଗଲେ ଯୁବକ, ତଳକୁ ଆଣିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ବିଫଳ
1/12/2022 at 4:23 PM

ବଡ଼ବିଲ, ୦୧/୧୦: ବଡ଼ବିଲ୍ ଯୋଡ଼ାରେ ହନୁମାନ ହଟିଂ ମୋବାଇଲ ଟାୱାର ଉପରକୁ ଚଢ଼ିଗଲେ ଯୁବକ । ଗତକାଲି ରାତିରୁ ୧୦୦ ଫୁଟ ଉଚ୍ଚ ଏହି ଟାୱାର ଉପରେ ଯୁବକ ଚଢ଼ିଥିବା ସୂଚନା ମିଳିଛି । ତାଙ୍କୁ ତଳକୁ ଆଣିବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ବିଫଳ ହୋଇଛି । ଘଟଣାସ୍ଥଳରେ ଯୋଡ଼ା ପୋଲିସ ରହିଥିବା ବେଳେ ଯୁବକଙ୍କୁ ତଳକୁ ଓହ୍ଲାଇବା ପାଇଁ ପ୍ରୟାସ ଚାଲିଛି । ଯୁବକର ପରିଚୟ ରାଜୁ ମୁଣ୍ଡା ବୋଲି କୁହାଯାଉଛି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023