vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଚୋରକୁ ଖୁଣ୍ଟର ବାନ୍ଧି ନିସ୍ତୁକ ମାଡ

12/05/2018 at 11:40 AM

ସୋରୋ ଷ୍ଟେସନ ଛକ ନିକଟରେ ଜଣେ ଯୁବକକୁ ଇଲେକ୍ଟ୍ରି ଖୁଣ୍ଟର ବାନ୍ଧି ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକେ
ଗତ କିଛି ଦିନ ହେଲା ଆଖପାଖ ଦୋକାନରୁ ଚୋରି ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା
ଆଜି ଜଣେ ଚୋରି କରୁଥିବା ସନ୍ଦେହରେ ଜଣେ ଯୁବକକୁ ଖୁଣ୍ଟିରେ ବାନ୍ଧି ମାଡ ମାରିଥିଲେ ଉତ୍ୟକ୍ତ ଲୋକେ
ଘଟଣାସ୍ଥଳରେ ସୋରୋ ପୋଲିସ ପହଂଚି ଯୁବକକୁ ଉଦ୍ଧାର କରିଛି
ଯୁବକର ପରିଚୟ ମିଳିନାହିଁ

Leave a Reply

   Related Posts